archana nag
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ । ରାତି ଅଧରେ ଘରେ ପଶି ଅର୍ଚ୍ଚନା ଓ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଆକ୍ରମଣ । ଶୋଇଥିବା ଅବସ୍ଥାରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଗଲେ ଅର୍ଚ୍ଚନା ନାଗ । ସେମାନେ ଶୋଇଥିବା ଅବସ୍ଥାରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଜଗବନ୍ଧୁ । କିନ୍ତୁ ହଠାତ୍ ଉଠି ପଡିଥିଲେ ଅର୍ଚ୍ଚନା । ତାଙ୍କୁ ଅଟକାଇବା ସହ ଘରୁ ବାହାର କରି ଗେଟ୍ ବନ୍ଦ କରି ଦେଇଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି ଅର୍ଚ୍ଚନ ନାଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)