ତିନିବର୍ଷ ତଳେ ଦୁର୍ନୀତି କରି, ବଦଳି ହୋଇଥିଲେ ଦିଦି । ହେଲେ ବଦଳିଲା ନାହିଁ ଅଭ୍ୟାସ । ପୁଣି ଭାଇରାଲ ହେଲା, ପୁରୁଣା ଅଭ୍ୟାସର ନୂଆକୀର୍ତ୍ତି । ଆଶା ଦିଦିଙ୍କୁ ଲାଂଚ ମାଗି, ଏବେ ନିରାଶ ANM ଦିଦି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ, ଏବେ ଚର୍ଚ୍ଚାରେ ଦିଦିଙ୍କ ଦୁର୍ନୀତି ।
Published By: Manasranjan Mohanty
Last updated: 09 August 2025, 10:45 AM IST
ଦେବଭୂମି ନାମରେ ପ୍ରସିଦ୍ଧ ଉତ୍ତରାଖଣ୍ଡରେ ଆପଣଙ୍କୁ ଅନେକ ପବିତ୍ର ସ୍ଥାନ ଦେଖିବାକୁ ମିଳିବ। ପ୍ରତିବର୍ଷ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ ଆସନ୍ତି । ଅନ୍ୟପଟେ, ଏହି ପବିତ୍ର ଭୂମିରେ ଭାରତର ସବୁଠାରୁ ଭୟଙ୍କର ସ୍ଥାନ ବା ହଣ୍ଟେଡ୍ ପ୍ଲେସ ରହିଛି । ଏହି ସ୍ଥାନ ଚମ୍ପାବତ ଜିଲ୍ଲାର ଲୋହାଘାଟରେ ଅଛି।