Advertisment

ମୋ ଆଖି ଆଗରେ ମୋ ସ୍ୱାମୀକୁ ମାରିଦେଲ

ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

author-image
Santosh Kumar Sahoo

ମୋ ଆଖି ଆଗରେ ମୋ ସ୍ୱାମୀକୁ ମାରିଦେଲ । ଗୁଳି କଲେ ନ ମରିବାରୁ ଘୋଷାଡ଼ି ନେଲେ, ପଥରରେ ଛେଚି ମାରିଲେ । ମୋ ଛୁଆକୁ ଅନାଥ କରିଦେଲେ । ଏଭଳି କିଛି କହି କାନ୍ଦି କାନ୍ଦି ଗଡ଼ି ଯାଉଛି ସ୍ତ୍ରୀ। ଆଖିରେ ଆଗରେ ଉଜୁଡି ଯାଇଛି ତା’ ସଂସାର। ଦୁର୍ବୃତ୍ତମାନେ ତା’ଠୁ ତା ସିନ୍ଦୂର ଛଡାଇ ନେଇଛନ୍ତି। ସବୁ ଦିନ ପାଇଁ ତାଙ୍କୁ କରିଦେଇଛନ୍ତି ବିଧବା ଆଉ ତା’ ଛୁଆକୁ ଅନାଥ। ମୁଁ ଏବେ କ’ଣ କରିବି କହି ଛାତି ପିଟି କାନ୍ଦୁଛି ସ୍ତ୍ରୀ। ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

Advertisment
Dhenkanal Firing
Advertisment
Advertisment