Abducted BabyRescued
ରାଜଧାନୀରୁ ଅପହୃତ ଶିଶୁପୁତ୍ର ଉଦ୍ଧାର । ୩ ଦିନ ପରେ ମା’ କୋଳକୁ ଫେରିବ ଅପହୃତ ପୁଅ। ଖୁସିରେ ଆତ୍ମହରା ଦୃଷ୍ଟିବାଧିତ ମା’ । ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ରାଜଧାନୀର ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଦେଢ ବର୍ଷର ଶିଶୁପୁତ୍ରକୁ ଚୋରି କରି ନେଇଥିଲେ । ଶିଶୁକୁ ଉଦ୍ଧାର କରିବା ସହ ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଛି ଏହି ସଫଳତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)