Advertisment

ଶତ ପ୍ରତିଶତ ପଛର ସତ

ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱର ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ କରି ନେଇଛି। ଏକଥା ଆମେ ନୁହେଁ, ଖୋଦ ବିଏମସି ଦାବି କରୁଛି। ହେଲେ ଟିକାକେନ୍ଦ୍ରରେ ଲମ୍ବା ଲାଇନ୍ ଓ ୨ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ପାଇ ନଥିବା ତଥ୍ୟ ବିଏମସିକୁ ପକାଇଛି ଅଡୁଆରେ

author-image
Sarbeswar
COVID19 Coronavirus BMC Odisha
Advertisment
Advertisment