Advertisment

UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ୧ ଅଗଷ୍ଟରୁ ବଦଳିବ ନିୟମ

UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ। ୧ ଅଗଷ୍ଟରୁ ବଦଳିବାକୁ ଯାଉଛି ନିୟମ। ଆକାଉଣ୍ଟ ବାଲାନ୍ସ ଚେକ୍ ହୋଇଯିବ ମହଙ୍ଗା ।

author-image
Namita Biswal

UPI ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ଼ ଖବର ଆସିଛି । ଅଗଷ୍ଟ 1, 2025 ରୁ UPI ନିୟମରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NPCI ଏହି ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି। ଯଦି ଆପଣ PhonePe, Google pay ଏବଂ Paytm ଭଳି UPI ଆପଣ ବ୍ୟବହାର କରୁଥାନ୍ତି, ତେବେ ଏସବୁ ଆପର କିଛି ଫିଚର ଉପରେ ଲିମିଟ ଲାଗିବାକୁ ଯାଉଛି।

Advertisment
Digital Transactions In India UPI Payment
Advertisment
Advertisment