Advertisment

ଦିନକ ପରେ ବଜେଟ୍‌

ପ୍ରତିବର୍ଷ ବଜେଟ୍‌ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍‌ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।

author-image
Manoranjan Sial

ଆଉ ଦିନକ ପରେ ସାଧାରଣ ବଜେଟ୍‌। ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି ଉପରେ ବେତନଭୋଗୀ, ମଧ୍ୟବିତ୍ତ ଓ ଆୟକରଦାତାଙ୍କର ନଜର ରହିଛି। ୨୦୨୪ ବଜେଟରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସେଭଳି ବିଶେଷ କୌଣସି ଆଖିଦୃଶିଆ ପରିବର୍ତ୍ତନ ନହେବାରୁ କରଦାତା ନିରାଶ ହୋଇଥିଲେ।

Advertisment
BJP Union Budget Finance Minister Nirmala Sitharaman
Advertisment
Advertisment