Advertisment

Tata EV Nano: ଆସୁଛି ଇଭି ନାନୋ, ଲୁକ୍‌ ଦେଖି ଆପଣ ବି କିଣିନେବେ !

ଦମଦାର୍‌  ଲୁକ୍‌ । ସାନ୍‌ ଦାର୍‌  ଡିଜାଇନ୍‌ । ନୂଆ ରୂପରେ ଆପଣଙ୍କ ନାନୋ । କିଛି ନୂଆ ଡିଜାଇନ୍‌ ସହ ନାନୋକୁ ଇଭିର ରୂପ ଦେଇ ଖୁବଶୀଘ୍ର ବଜାରକୁ ଛାଡ଼ିବାକୁ ଯାଇଛି ଟାଟା କମ୍ପାନୀ ।

author-image
Namita Biswal
ଅଦ୍ୟତନ ହୋଇଛି

ଦମଦାର୍‌  ଲୁକ୍‌ । ସାନ୍‌ ଦାର୍‌  ଡିଜାଇନ୍‌ । ନୂଆ ରୂପରେ ଆପଣଙ୍କ ନାନୋ । କିଛି ନୂଆ ଡିଜାଇନ୍‌ ସହ ନାନୋକୁ ଇଭିର ରୂପ ଦେଇ ଖୁବଶୀଘ୍ର ବଜାରକୁ ଛାଡ଼ିବାକୁ ଯାଇଛି ଟାଟା କମ୍ପାନୀ । ଆଉ କୁହାଯାଉଛି, ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବ । ଅନେକ ରଙ୍ଗ ସହ କିଛି ଅଲଗା ଅଲଗା ଡିଜାଇନ୍‌ ପ୍ରସ୍ତୁତ କରି ଟାଟା ତା'ର ନୂଆ ଇଭି ନାନୋକୁ ବଜାରକୁ ଛାଡ଼ିବାକୁ ପ୍ରସ୍ତୁତ ହେଉଛି । ଖାଲି ସେତିକି ନୁହେଁ, କମ୍‌ ଦାମ୍‌ରେ ମଧ୍ୟବିତ୍ତମାନଙ୍କ ପାଇଁ ଟାଟା ଏହାକୁ ବଜାରରେ ଉପଲବ୍ଧ କରାଇବ ବୋଲି କୁହାଯାଉଛି । 

Advertisment
Tata NANO
Advertisment
Advertisment