Advertisment

ଧାଏଁ ଧାଏଁ ବଢୁଛି ସୁନା ଦର, ୧୦ ଦିନରେ ୫ ହଜାର ବୃଦ୍ଧି

ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି ।

author-image
Tanmay Kumar Mahalik

ଆକାଶଛୁଆଁ ସୁନା ଦର । ୧୦ ଦିନରେ ୫ ହଜାର ଟଙ୍କା ବଢ଼ି, ୨୨ କାରେଟ୍ ସୁନାଦର ୫୫ ହଜାର ୪୦୦ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୁନାର ଏଭଳି ଦରବୃଦ୍ଧି ଲାଗି ଆମେରିକା ଓ ୟୁରୋପରେ ବ୍ୟାଙ୍କିଙ୍ଗ୍ ସଙ୍କଟକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଏ ଦରବୃଦ୍ଧି ଜାରି ରହିଲେ ଖୁବ୍‌ଶୀଘ୍ର ସୁନା ମୂଲ୍ୟ ୭୦ ହଜାର ଛୁଇଁବ ବୋଲି ଆଶଙ୍କା କଲେଣି ବ୍ୟବସାୟୀ।

Advertisment
Gold Price
Advertisment
Advertisment