Advertisment

ଏବେ ଲକ୍ଷେ ନୁହେଁ, EPFO ଦେବ ୫ ଲକ୍ଷ ଟଙ୍କା

କର୍ମଚାରୀଙ୍କ ପାଇଁ ଖୁସି ଖବର । EPFO ଦେଲା ବଡ଼ ଖୁସି । ଏଣିକି ଲକ୍ଷେ ନୁହେଁ, ଉଠାଇ ପାରିବେ ୫ ଲକ୍ଷ ଟଙ୍କା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍‌ EPFO ତା’ର ସାଢ଼େ ୭ କୋଟି ସଦସ୍ୟଙ୍କୁ ଏହି ଖୁସି ଖବର ଦେଇଛି ।

author-image
Namita Biswal
ଅଦ୍ୟତନ ହୋଇଛି

କର୍ମଚାରୀଙ୍କ ପାଇଁ ଖୁସି ଖବର । EPFO ଦେଲା ବଡ଼ ଖୁସି । ଏଣିକି ଲକ୍ଷେ ନୁହେଁ, ଉଠାଇ ପାରିବେ ୫ ଲକ୍ଷ ଟଙ୍କା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍‌ EPFO ତା’ର ସାଢ଼େ ୭ କୋଟି ସଦସ୍ୟଙ୍କୁ ଏହି ଖୁସି ଖବର ଦେଇଛି । EPFOରୁ ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।  

Advertisment
EPFO Central Government EPF Withdrawal
Advertisment
Advertisment