ହଲମାର୍କ ଲୋଗୋ ସୁନା ନକଲି
ସୁନା କିଣୁଥିଲେ ସତର୍କ ହୁଅନ୍ତୁ । କାରଣ ବଜାରରେ ମିଳୁଛି ନକଲି ସୁନା । ହଲ୍ ମାର୍କ ଲୋଗୋ ଲଗାଇ ବି ଡୁପ୍ଲିକେଟ୍ ସୁନା ବିକ୍ରି କରୁଛନ୍ତି ଦୋକାନୀ । ରାଜ୍ୟରେ ୫ଟି ଅଳଙ୍କାର ଦୋକାନ ନକଲି ସୁନା ବିକ୍ରି କରୁଥିବା ବେଳେ ଧରା ପଡ଼ିଥିବା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ନକଲି ହଲମାର୍କ ପାଇଁ ୪ଟି ଜୁଏଲର୍ସର ଲାଇସେନ୍ସ ବାତିଲ ହୋଇଥିବା ବେଳେ ଗୋଟିଏ ଅଳଙ୍କାର ଦୋକାନ ନାଁରେ ମାମଲା ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)