Advertisment

ଅଯୋଧ୍ୟାରୁ ଓଡ଼ିଶା, ସବୁଠି ଭକ୍ତ ବିହ୍ୱଳିତ

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟାରୁ ଓଡ଼ିଶା ଯାଏଁ । ଦୃଶ୍ୟ ସବୁ ଦେଖିଲେ ଲାଗୁଛି, ୫ ଶହ ବର୍ଷ ପରେ ଧରାଧାମକୁ ବାହୁଡ଼ି ଆସିଛନ୍ତି ପୁରୁଷୋତ୍ତମ।

author-image
Santosh Kumar Sahoo

ଆଜି ଧନ୍ୟ ହୋଇଗଲା ଜୀବନ...ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ...ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ...ଆଜି କେହି ଅଟକାଇପାରିବେନି ଏହି ଭାବ ଆଉ ଆବେଗକୁ। ସନାତନ ସଂସ୍କୃତିର ରକ୍ଷା ପାଇଁ ଯେଉଁ ଅଯୋଧ୍ୟାକୁ ଯାଇ ନିର୍ଯାତନାର ପାହାର ସହିବାକୁ ପଡ଼ିଥିଲା ୯୦ ଦଶକରେ, ଆଜି ତାହା ସାର୍ଥକ ହୋଇଛି। ବୟସର ଅପରାହ୍ନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଦୃଶ୍ୟକୁ ଟିଭିରେ ଦେଖି ଲୁହ ଛଳଛଳ ନୀଳଗିରିର କରସେବକ ସନାତନ ନନ୍ଦ।

Advertisment
Ayodhya Ram Temple Ayodhya Ayodhya Ram Mandir Odisha
Advertisment
Advertisment