Ram Mandir
ସାରା ଦେଶରେ ଗୁଞ୍ଜରିତ ହେଉଛି ରାମ ରାମ ଧ୍ୱନି । କେବଳ ଅଯେୋଧ୍ୟା ନୁହେଁ ସାରା ଦେଶ ପାଲଟିଯାଇଛି ରାମମୟ। ଏହି ଦିବ୍ୟ ଅନୁଭବ ବେଳେ ମନେପଡିଛି, ଦେଶର କିଛି ପ୍ରମୁଖ ରାମ ମନ୍ଦିର। ଅଯୋଧ୍ୟାର ନୂତନ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲେ ବି ଦେଶରେ ରହିଛି ବହୁ ପୁରାତନ ରାମ ମନ୍ଦିର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)