#୫ଶହ_ବର୍ଷର_ପ୍ରତୀକ୍ଷା_ ୮୪_ସେକେଣ୍ଡରେ_ଶେଷ
୫ ଶହ ବର୍ଷର ପ୍ରତୀକ୍ଷା ୮୪ ସେକେଣ୍ଡରେ ଶେଷ । ଏ ହେଉଛି ସେହି ଶ୍ରୀରାମ ଜନ୍ମଭୂମିର କାହାଣୀ । ଯେଉଁଠାରେ ପ୍ରତିଷ୍ଠିତ ହୋଇଛି ଭବ୍ୟ ରାମ ମନ୍ଦିର । ଦୀର୍ଘ ବର୍ଷର ବିବାଦର ଘନଘଟା ଭିତରେ ଆଜି ସଫଳ ହୋଇଛି ଏହି ଉଦ୍ଦେଶ୍ୟ । ଏ କାହାଣୀ ଆରମ୍ଭ ହୋଇଥିଲା ୧୫୨୮ରୁ...ଯେତେବେଳେ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି କୁହାଯାଉଥିବା ସ୍ଥାନରେ ନିର୍ମାଣ ହୋଇଥିଲା ବାବ୍ରି ମସଜିଦ୍ ।
Published By: Swadesi Megha Mallhar Prusty
Last updated: 23 January 2024, 10:31 AM IST
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।