youtuber
ହାତରେ କ୍ୟାମେରା ଧରି ଯାଇଥିଲେ ପ୍ରକୃତିର ସୌନ୍ଦର୍ଯ୍ୟଙ୍କୁ କଏଦ୍ କରିବାକୁ। କ୍ରିଏଟ୍ କରୁଥିଲେ ନୂଆ କଣ୍ଟେଣ୍ଟ। ୟ୍ୟୁଟବ୍ ଚ୍ୟାନେଲ ପାଇଁ କରୁଥିଲେ ସୁଟିଂ। ଜଳ ପ୍ରପାତ ମଝିରେ ଠିଆ ହୋଇ କରୁଥିଲେ ଭିଡିଓ। ଡ୍ରୋନ୍ କ୍ୟାମେରାରେ ଝରଣାର ସୁନ୍ଦରତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ହଠାତ୍ ମାଡି ଆସିଲା ପାଣି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)