Advertisment

ପାଣିରୁ ଛାଣି ଆଣିଲେ ଜୀବନ

କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ। ତୁରନ୍ତ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଅଛି।

author-image
Tapan Kumar Swain