Advertisment

ମହାନଦୀକୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଲା ମାଲ୍ ବୋଝେଇ ଟ୍ରକ୍

ମହାନଦୀକୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଲା ମାଲ୍ ବୋଝେଇ ଟ୍ରକ୍। ବୁର୍ଲା ମହାନଦୀପୋଲ ଉପରେ ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକରେ ଥିବା ଅଧିକାଂଶ ସାମଗ୍ରୀ ମହାନଦୀରେ ଭାସିଯାଇଥିବା ଜଣାପଡ଼ିଛି।

author-image
Tapan Kumar Swain