Advertisment

ବଗି ଛାଡ଼ି ଇଞ୍ଜିନ ପାର୍

୭ଟି ବଗି ଛାଡ଼ି ପଳାଇ ଗଲା ଟ୍ରେନ ଇଞ୍ଜିନ। ମାର୍କୋଣା ଷ୍ଟେସନ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା। ଅଧଘଣ୍ଟା ପରେ ଇଞ୍ଜିନ ଆସି ୭ଟି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ମାର୍କୋଣା ଷ୍ଟେସନରେ।

author-image
Tapan Kumar Swain