Advertisment

ଦୁର୍ଘଟଣା ଘଟାଇଥିବା BMWର ମହିଳା ଚାଳକ ଗିରଫ

ଦିଲ୍ଲୀରେ ଦ୍ରୁତଗାମୀ BMW କାର ଧକ୍କାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଉପ ସଚିବଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଗିରଫ। ଦୁର୍ଘଟଣା ଘଟାଇଥିବା BMWର ମହିଳା ଚାଳକଙ୍କୁ ଗିରଫ କରିଛି ପୋଲିସ।

author-image
Tapan Kumar Swain