Advertisment

ଓଲଟିଲା ହାଇୱା, ଡ୍ରାଇଭର୍ ନିଖୋଜ

ଏକ ବିପଦସଙ୍କୁଳ ପୋଲ ଉପରେ କୋଇଲା ବୋଝେଇ ଟ୍ରଲର ଯାଉଥିବା ବେଳେ ଘଟିଛି ଅଘଟଣ। ହଠାତ ଭରା ନାଳରେ ଓଲଟି ପଡିଛି ଟ୍ରଲର୍ ଆଉ ପାଣି ସୁଅରେ ଭାସି ଯାଇଛି। ଘଟଣା ପରେ ଟ୍ରଲରର ଡ୍ରାଇଭର କୁଆଡେ ଗଲେ ତାହାର ପତ୍ତା ମିଳି ନାହିଁ।

author-image
Tapan Kumar Swain