Advertisment

ସମୁଦ୍ର ପତନଠୁ ୪ ହଜାର ଫୁଟ ଉଚ୍ଚରେ ହେଉଛି ପନିପରିବା ଚାଷ, ଦେଖନ୍ତୁ

ଫୁଲବାଣୀ: ସମୁଦ୍ର ପତନ ଠାରୁ ପ୍ରାୟ ୪ ହଜାର ଫୁଟ ଉଚ୍ଛରେ ଏବଂ ଓଡ଼ିଶାର କେନ୍ଦ୍ରସ୍ଥଳୀରେ ରହିଛି କନ୍ଧମାଳ ଜିଲ୍ଲା। ପର୍ବତ ଘେରା ଏହି ଜିଲ୍ଲାରେ ଚାଷ ଜମି ଅପେକ୍ଷା ବହୁ ଢିପ ଜମି ରହିଛି ।ଏହା ସହିତ ଜମିକୁ ଜଳସେଚନର ବିଶେଷ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରିନି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ଉପାୟରେ ଢିପ ଜମିକୁ ଏମାନେ କରିଛନ୍ତି ଜଳସେଚିତ। ଆଉ ପାଣି ମିଳିଯିବା ପରେ ଫସଲ ଅମଳ କରି ଭଲ ଦି ପଇସା […]

author-image
Chandan Shishu
ସମୁଦ୍ର ପତନଠୁ ୪ ହଜାର ଫୁଟ ଉଚ୍ଚରେ ହେଉଛି ପନିପରିବା ଚାଷ, ଦେଖନ୍ତୁ

safala-chasi

ଫୁଲବାଣୀ: ସମୁଦ୍ର ପତନ ଠାରୁ ପ୍ରାୟ ୪ ହଜାର ଫୁଟ ଉଚ୍ଛରେ ଏବଂ ଓଡ଼ିଶାର କେନ୍ଦ୍ରସ୍ଥଳୀରେ ରହିଛି କନ୍ଧମାଳ ଜିଲ୍ଲା। ପର୍ବତ ଘେରା ଏହି ଜିଲ୍ଲାରେ ଚାଷ ଜମି ଅପେକ୍ଷା ବହୁ ଢିପ ଜମି ରହିଛି ।ଏହା ସହିତ ଜମିକୁ ଜଳସେଚନର ବିଶେଷ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରିନି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ଉପାୟରେ ଢିପ ଜମିକୁ ଏମାନେ କରିଛନ୍ତି ଜଳସେଚିତ। ଆଉ ପାଣି ମିଳିଯିବା ପରେ ଫସଲ ଅମଳ କରି ଭଲ ଦି ପଇସା ରୋଜଗାର କରୁଛନ୍ତି। ଦିନେ ଯେଉଁ ଜମିରେ ଚାଷ ହୋଇ ପାରୁନଥିଲା ଆଜି ସେ ଜମି ସବୁଜିମାରେ ଭରି ଯାଇଛି। ଦେଖନ୍ତୁ ଏହି ରିପୋର୍ଟ…

Advertisment

Advertisment
Advertisment