Advertisment

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

ନୂଆଦିଲ୍ଲୀ: କରୋନା ଭ୍ୟାକ୍‌ସିନ୍‌କୁ ନେଇ ଏବେ ଏକ ଭଲ ଖବର ଆସିଛି। କରୋନା ଭ୍ୟାକ୍‌ସିନ୍‌ ବାହାର କରିବାରେ ଭାରତକୁ ଖୁବ୍‌ଶୀଘ୍ର ସଫଳତା ମିଳିପାରେ। ବର୍ତ୍ତମାନ ଦେଶରେ ୩ଟି କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍ ଷ୍ଟେଜ୍‌ରେ‌‌ ଅଛି। ସେଥିମଧ୍ୟରୁ Cadila ଓ Bharat Biotechର ଫେଜ୍‌-୧ ଟ୍ରାଏଲ୍‌ ସମ୍ପୂର୍ଣ୍ଣ ହୋଇଛି। ସେହିପରି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଫେଜ୍‌-୨‌ B3 ଟ୍ରାଏଲ୍‌ ସମ୍ପୂର୍ଣ୍ଣ ହୋଇଛି। ଅନୁମତି ମିଳିବା ପରେ ଏହାର ଫେଜ୍‌-୩ ଟ୍ରାଏଲ୍‌ ଆରମ୍ଭ ହେବ। ୧୪ଟି ସ୍ଥାନରେ ୧୫୦୦ରୋଗୀଙ୍କ ଉପରେ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

corona

ନୂଆଦିଲ୍ଲୀ: କରୋନା ଭ୍ୟାକ୍‌ସିନ୍‌କୁ ନେଇ ଏବେ ଏକ ଭଲ ଖବର ଆସିଛି। କରୋନା ଭ୍ୟାକ୍‌ସିନ୍‌ ବାହାର କରିବାରେ ଭାରତକୁ ଖୁବ୍‌ଶୀଘ୍ର ସଫଳତା ମିଳିପାରେ।

Advertisment

ବର୍ତ୍ତମାନ ଦେଶରେ ୩ଟି କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍ ଷ୍ଟେଜ୍‌ରେ‌‌ ଅଛି। ସେଥିମଧ୍ୟରୁ Cadila ଓ Bharat Biotechର ଫେଜ୍‌-୧ ଟ୍ରାଏଲ୍‌ ସମ୍ପୂର୍ଣ୍ଣ ହୋଇଛି। ସେହିପରି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଫେଜ୍‌-୨‌ B3 ଟ୍ରାଏଲ୍‌ ସମ୍ପୂର୍ଣ୍ଣ ହୋଇଛି। ଅନୁମତି ମିଳିବା ପରେ ଏହାର ଫେଜ୍‌-୩ ଟ୍ରାଏଲ୍‌ ଆରମ୍ଭ ହେବ। ୧୪ଟି ସ୍ଥାନରେ ୧୫୦୦ରୋଗୀଙ୍କ ଉପରେ ଏହାର ଟେଷ୍ଟ୍‌ କରାଯିବ। ଏ ନେଇ ICMR ଡିଜି ଡଃ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

publive-image

ଜଣେ ବ୍ୟକ୍ତିକୁ ପୁଣିଥରେ କରୋନା ହେବା ପ୍ରସଙ୍ଗକୁ ନେଇ ICMR ଡିଜି କହିଛନ୍ତି, ଏପରି ହେବା ସମ୍ଭାବନା ବହୁତ କମ୍‌।

Advertisment
Advertisment
Advertisment