Advertisment

ରାଜଧାନୀରେ ସରକାରଙ୍କ ବିରୋଧରେ ଗର୍ଜିବେ ଶିକ୍ଷକ

ଭୁବନେଶ୍ୱର: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।  ଏଯାଏଁ ଦାବି ପୂରଣ ନହେବାରୁ ଆଜିଠୁ ମହାସଂଗ୍ରାମର ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକମାନେ ସରକାର ବିରୋଧରେ ଗର୍ଜ୍ଜନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ। ସେପଟେ ଖାତା ମୂଲ୍ୟାୟନ ନେଇ ସରକାର ଦମ୍ଭ ଦେଖାଇଛନ୍ତି। ବିକଳ୍ପ ବ୍ୟବସ୍ଥା […]

author-image
Otv Khabar Bureau
ରାଜଧାନୀରେ ସରକାରଙ୍କ ବିରୋଧରେ ଗର୍ଜିବେ ଶିକ୍ଷକ

teacher strike

ଭୁବନେଶ୍ୱର: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।  ଏଯାଏଁ ଦାବି ପୂରଣ ନହେବାରୁ ଆଜିଠୁ ମହାସଂଗ୍ରାମର ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ।

Advertisment

ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକମାନେ ସରକାର ବିରୋଧରେ ଗର୍ଜ୍ଜନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ। ସେପଟେ ଖାତା ମୂଲ୍ୟାୟନ ନେଇ ସରକାର ଦମ୍ଭ ଦେଖାଇଛନ୍ତି।

ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ, ସ୍ୱୟଂଶାସିତ, ରେସିଡେନ୍ସିଆଲ୍ କଲେଜ ଅଧ୍ୟକ୍ଷଙ୍କୁ ୨୭ ମାର୍ଚ୍ଚ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Teachers Strike Odisha
Advertisment
Advertisment