Advertisment

ପଠାନ୍‌କୋଟ୍‌ରେ ସନ୍ଦିଗ୍ଧ ଆତଙ୍କବାଦୀ !

ଚଣ୍ଡୀଗଡ଼: ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆତ୍ମଗୋପନ ନେଇ ସୂଚନା ମିଳିବା ପରେ ପଞ୍ଜାବ ସୀମାରେ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ପଠାନ୍‌କୋଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପଠାନ୍‌କୋଟ୍‌ ITI ବିଲଡିଙ୍ଗରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ତନ ତନ କରି ଯାଞ୍ଚ କରାଯାଇଥିଲା। ୩ରୁ ୪ ଦିନ ତଳେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। […]

author-image
Otv Khabar Bureau
ପଠାନ୍‌କୋଟ୍‌ରେ ସନ୍ଦିଗ୍ଧ ଆତଙ୍କବାଦୀ !

pathankot

ଚଣ୍ଡୀଗଡ଼: ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆତ୍ମଗୋପନ ନେଇ ସୂଚନା ମିଳିବା ପରେ ପଞ୍ଜାବ ସୀମାରେ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ପଠାନ୍‌କୋଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

Advertisment

ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପଠାନ୍‌କୋଟ୍‌ ITI ବିଲଡିଙ୍ଗରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ତନ ତନ କରି ଯାଞ୍ଚ କରାଯାଇଥିଲା।

୩ରୁ ୪ ଦିନ ତଳେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ବ୍ୟକ୍ତିଙ୍କୁ ଠାବ କରାଯାଇପାରି ନ ଥିବା ପଠାନ୍‌କୋଟ୍‌ର ସ୍ୱତନ୍ତ୍ର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

Advertisment
Suspected Terrorist Pathankot Security Tightened In Pathankot
Advertisment
Advertisment