Advertisment

ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

ନୟାଗଡ଼: ଶେଷରେ ଜୀବନ ହାରିଲେ ନୟାଗଡ ନୂଆଗାଁ ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା। ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ। ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ଅଭିଯୁକ୍ତ ଦେବରାଜ ବାରିକ ଏବେ ଜେଲ୍‌ରେ ଅଛି। ଯୁବତୀ ଜଣକ ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ […]

author-image
Otv Khabar Bureau
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

rape survivor commits suicide

ନୟାଗଡ଼: ଶେଷରେ ଜୀବନ ହାରିଲେ ନୟାଗଡ ନୂଆଗାଁ ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା। ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ।

Advertisment

ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ଅଭିଯୁକ୍ତ ଦେବରାଜ ବାରିକ ଏବେ ଜେଲ୍‌ରେ ଅଛି।

ଯୁବତୀ ଜଣକ ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।

Advertisment
Rape Victim Rape Survivor Nayagarh
Advertisment
Advertisment