Advertisment

ପୁଣି ଅଲୋଡ଼ା ଶିଶୁକନ୍ୟା

ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା।  ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି।  ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି।  ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।

author-image
Otv Khabar Bureau
ପୁଣି ଅଲୋଡ଼ା ଶିଶୁକନ୍ୟା

new born baby rescued

ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା।  ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।

Advertisment

ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି।  ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି।  ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।

Advertisment
New Born Baby Rescue New Born Baby Pallahara Odisha
Advertisment
Advertisment