Advertisment

ଚୁମ୍ବନ ଫଟୋ ଭାଇରାଲ୍ ଘଟଣା : ଯୁବକ କୋର୍ଟ ଚାଲାଣ

ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି। ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।

author-image
Otv Khabar Bureau
ଚୁମ୍ବନ ଫଟୋ ଭାଇରାଲ୍ ଘଟଣା : ଯୁବକ କୋର୍ଟ ଚାଲାଣ

kiss

ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି।

Advertisment

ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।

Kissing Picture Viral Sex Viral Video Obscene Video
Advertisment
Advertisment