Advertisment

ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ନେଇ ଛକାପଞ୍ଝା

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ  ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ  ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ  ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି  କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।  ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ  ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ  ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ  […]

author-image
Otv Khabar Bureau
ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ନେଇ ଛକାପଞ୍ଝା

farmers agitation

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ  ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ  ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା।

Advertisment

ସରକାର ଆଲୋଚନା ପାଇଁ  ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି  କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।  ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ  ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ  ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ  ସ୍ଥାନରେ ଆଲୋଚନା କରିବା ଠିକ୍ ହେବନି।  ଆଲୋଚନା ପାଇଁ ହିଁ  ଆମେ ଆସିଛୁ, ତେଣୁ ମନ୍ତ୍ରୀ ସତ୍ୟାଗ୍ରହସ୍ଥଳକୁ ଆସି ଆଲୋଚନା  କରନ୍ତୁ।

ରାଜଧାନୀର ଲୋୟର ପିଏମଜିରେ ଚାଷୀମାନେ ଆନ୍ଦୋଳନ  ଚଳାଇଛନ୍ତି।  ଏମିତିକି ସତ୍ୟାଗ୍ରହକୁ ତୃଣମୂଳ ସ୍ତରକୁ ନେବା ପାଇଁ ୨୬  ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବି ସତ୍ୟାଗ୍ରହ କରୁଛି ନବ  ନିର୍ମାଣ କୃଷକ ସଂଗଠନ।

Advertisment
Naba Nirman Krushak Sangathan Farmer Stir Odisha
Advertisment
Advertisment