Advertisment

ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।  ଅବଦୁର ରେହମାନ୍‌ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍‌କାଉଣ୍ଟର କରିଛି କମିଶନରେଟ୍ ପୋଲିସ। […]

author-image
Otv Khabar Bureau
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

encounter in ctc

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି।

Advertisment

ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।  ଅବଦୁର ରେହମାନ୍‌ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍‌କାଉଣ୍ଟର କରିଛି କମିଶନରେଟ୍ ପୋଲିସ। ଏହାପୂର୍ବରୁ ଚାଉଳିଆଗଞ୍ଜରେ ପୋଲିସ ଗୁଳିରେ ଟିଟୋ ଗ୍ୟାଙ୍ଗର ସଦସ୍ୟ କାଲା ବାବୁ ଓ ଅଲେଖ ରାଉତରାୟ ଆହତ ହୋଇଥିଲେ।

Advertisment
Encounter Encounter In Cuttack Cuttack
Advertisment
Advertisment