Advertisment

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍‌କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ। ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍‌କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍‌ଆଇ। […]

author-image
Otv Khabar Bureau
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

berhampur

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍‌କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ।

Advertisment

ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍‌କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନ୍‌କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍‌ଆଇ। ସେପଟେ ଅପରାଧୀ ମୋହନ ନାଁ ରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି।

Advertisment
Encounter In Berhampur Berhampur
Advertisment
Advertisment