/odishatv-khabar/media/post_attachments/uploadimage/library/16_9/16_9_0/asaram_1626501685.jpg)
asaram
ଯୋଧପୁର : ୟୁପି ଶାହାଜାହାଁପୁରର ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ଦୋଷୀ ସାବ୍ୟସ୍ତ। ଯୋଧପୁରୁ କେନ୍ଦ୍ରୀୟ କାରାଗାରାରେ ସ୍ୱତନ୍ତ୍ର କୋର୍ଟ ଶୁଣାଇଲେ ରାୟ। ଆଶାରାମଙ୍କ ସହ ୩ ଜଣ ଦୋଷୀ ସାବ୍ୟସ୍ତ ଏବଂ ୨ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ।
Advertisment
ଆଶାରାମଙ୍କ ଅନୁଗାମୀମାନେ ରାୟ ଶୁଣାଯିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବେ ସେହି ଆଶଙ୍କାରେ ରାୟ ଶୁଣାଣି ପୂର୍ବରୁ ଯୋଧପୁର ପୁଲିସ ସହରରେ ୧୪୪ ଧାରା ଜାରି କରିଥିଲା। ୭୭ ବର୍ଷୀୟ ଆଶାରାମ ୨୦୧୩ରେ ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)