/odishatv-khabar/media/post_attachments/uploadimage/library/16_9/16_9_0/102-not-out_1626503467.jpg)
102 not out
ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ଫ୍ରାଇଡ଼େରେ ରିଲିଜ୍ ହୋଇଥିବା କମେଡି ଡ୍ରାମା ଫିଲ୍ମ 102 NOT OUT ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି।
Advertisment
/odishatv-khabar/media/post_attachments/wp-content/uploads/2018/05/102-not-out-2.png)
ଏଥିରେ ଋଷି କପୁର୍ ଜଣେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଶତାୟୁ ବାପା ସାଜିଛନ୍ତି ବିଗ୍ ବି। ବିଗ୍ ବିଙ୍କୁ ଫିଲ୍ମରେ ୧୦୨ ବର୍ଷ ହୋଇଥିଲେ ବି ସେ ପୂରାପୂରି ଆକ୍ଟିଭ୍ ଲାଗୁଛନ୍ତି।
/odishatv-khabar/media/post_attachments/wp-content/uploads/2018/05/102-not-out-3.jpg)
ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଳା। ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ସଲିମ୍-ସୁଲେମାନ ଯୋଡ଼ି। ଏହା ପୂର୍ବରୁ ଅମର ଆକବର ଆନ୍ଥୋନି, ନସିବ୍ ଓ କୁଲି ପରେ ୧୯୯୧ ଫିଲ୍ମ ଅଜୁବାରେ ଶେଷଥର ପାଇଁ ଏକାଠି ନଜର ଆସିଥିଲେ ଅମିତାଭ ଓ ଋଷି।
Advertisment
/odishatv-khabar/media/post_attachments/wp-content/uploads/2018/05/102-not-out-1.png)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)