• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yojanara Na Hariloot

Yojanara Na Hariloot
ଅଲଗା ପ୍ରକାର ହରିଲୁଟ୍: ପୋଖରୀ ନାହିଁ ବିଲ୍ ଉଠିଗଲାଣି

ଅଲଗା ପ୍ରକାର ହରିଲୁଟ୍: ପୋଖରୀ ନାହିଁ ବିଲ୍ ଉଠିଗଲାଣି

Yojanara Na Hariloot
ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ

ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ । ଆଖିକୁ କାମ ଦିଶୁନି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ପାସ ହେଇଯାଉଛି । ମଣିଷ ବଦଳରେ ମେସିନରେ ମନରେଗା କାମ ହେଉଛି । ପୋଖରୀ ଖୋଳା ହେଉଛି କିନ୍ତୁ କାଗଜ କଲମରେ।

jojana Ra Na Hariloot
ଲୋକଙ୍କୁ ପାଣି ମିଳୁନି, ହେଲେ ପଞ୍ଚାୟତରେ ଲାଗିଛି ମାଳ ମାଳ ହୋର୍ଡିଂ

୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।

Jojanara Na Hariloot
ଟଙ୍କା ହଡ଼ପ୍‌ କରିବାର ନୂଆ ଫଣ୍ଡା ! ଯେଉଁଠି ପୋଖରୀ ନାହିଁ ସେଠି ଚାଲିଛି ପୁନରୁଦ୍ଧାର କାମ

ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ

Yojanara Na Hariloot
ଗଡ଼ପଡ଼ିଆ ପୋଖରୀ କେମିତି ହେଲା ! କିଏ ଖାଇଲା ୮ ଲକ୍ଷ ଟଙ୍କା ?

ପୋଖରୀ ନଥାଇ ଗୋଚର ଜମିକୁ ପୋଖରୀ ଦର୍ଶାଇ, ପୋଖରୀ ପୁନରୁଦ୍ଧାର ଟଙ୍କା ଚଳୁ.. ବାଃ ବାଃରେ ଦୁର୍ନୀତି.. କିଏ କେମିତି ଟଙ୍କା ମଞ୍ଜୁର କଲା ?

Yojanara Na Hariloot
ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ୍‌

ହିତାଧିକାରୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ଉଠିଛି ଟଙ୍କା । ହଜାରେ କି ୨ ହଜାର ନୁହେଁ ଲକ୍ଷଲକ୍ଷ ଟଙ୍କାର ହୋଇଛି ଦୁର୍ନୀତି

jojanara Na Hariloot
NREGS ଯୋଜନାରେ ଦୁର୍ନୀତି, ମାଟି ପୋତା କାମରେ ମନଇଚ୍ଛା ବିଲ୍

ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।

Yojanara Na Hariloot
ବୁଦ୍ଧ ପାର୍କ ନାଁରେ ହରିଲୁଟ୍

ବୁଦ୍ଧ ପାର୍କ ନାଁରେ ହରିଲୁଟ୍.. ଏଷ୍ଟିମେଟ୍ ୩୦ ଲକ୍ଷ ଟଙ୍କା କୁଆଡ଼େ ଗଲା ?

Toilet Scam
ପରିସ୍ରାଗାର ଟଙ୍କା ବି ଖାଇଦେଲେ !

ଲୁ ନାଁରେ ମହାଲୁଟ୍‌ । ମୁକ୍ତା ଯୋଜନାରେ ବିରାଟ ଘୋଟାଲା । ଅଧାରୁ ଅଧିକ ଟଏଲେଟ୍‌ କାମ କରୁନି

Yojanara Na Hariloot | Misappropriation of PDS rice leaves beneficiaries in trouble
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା; ଗରିବଙ୍କ ଚାଉଳ ଖାଉଛି କିଏ ?

ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।

Yojanara Na Hariloot
ଚାଷୀଙ୍କୁ ମିଳୁନି ଫାଇଦା, ଅଫିସରଙ୍କ ପକେଟ ଗରମ୍‌

ପୋଖରୀ ନଖୋଳି ସବସିଡି ଟଙ୍କା ଚଳୁ

Yojanara Na Hariloot
ପଥର ପ୍ୟାକିଙ୍ଗ ନାଁରେ ଦୁର୍ନୀତି ! ବାଟମାରଣା ହେଉଛି ଟଙ୍କା, ଠିକରେ ହେଉନି କାମ

ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା

Yojanara Na Hariloot
5T ସ୍କୁଲରେ ଟଙ୍କା ଖାଇଲା କିଏ ?

ମାଳ ମାଳ ମିଥ୍ୟା ବିଲ୍.. ଲକ୍ଷ ଲକ୍ଷ ଟଙ୍କା ହଡ଼ପ.. ସ୍କୁଲ ପାଇଁ ଅଫିସ୍ ଚେୟାର, ଆଲମିରା, ଟେବୁଲ, ବେଞ୍ଚ, ଫ୍ୟାନ୍ ଆଦି କିଣା ନାଁ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍.. RTI ତଥ୍ୟରୁ ହେଲା ବଡ଼ ଖୁଲାସା..

Yojana Ra Na Hariloot
କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?

Yojanara Na Hariloot
ଜଙ୍ଗଲରେ ଟ୍ରେଞ୍ଚ କରିବା ନାଁରେ ୧୦ ଲକ୍ଷ ଟଙ୍କା ଗଫଲତି

ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି

Yojanara Na Hariloot
ସ୍କୁଲ ଛୁଟି ଥିବା ବେଳେ କେମିତି ଅଣ୍ଡା, ଚାଉଳ ଓ ପରିବା କିଣିଲେ ପ୍ରଧାନଶିକ୍ଷକ?

ଜାଲ ରସିଦ୍‌ରେ ଚାଲିଛି ମଧ୍ୟାହ୍ନ ଭୋଜନ। ସ୍କୁଲ ଛୁଟି ଥିବା ବେଳେ କେମିତି କିଣାଗଲା ରାସନ ସହିତ ପରିବା ଆଉ ଅଣ୍ଡା ? ପ୍ରଶ୍ନ ପଚାରିଲେ ପାଟି ହୋଇଯାଉଛି ଆଫା ଆଫା, ସେପଟେ ଦୋକାନୀ କହୁଛନ୍ତି ଏ ବିଲ୍ ଆମର ନୁହେଁ...

Special story
ଦର୍ପଣ ତହସିଲରେ ଦିନରେ ଦର୍ପଣ ଦେଖାଉଛନ୍ତି ମାଫିଆ : ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡ଼ା ପଥର ଓ ମୋରମ୍

ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅଧୀନ ବୈରୀ, ଶାଳପଡ଼ା, ସମିଆଁ ଆଦି ଅଞ୍ଚଳରେ ସବୁ ସୀମା ଟପିଛନ୍ତି ପଥର ମାଫିଆ

Yojanara Na Hariloot-Rs 5 cr for road construction embezzled by govt officials in Kendrapara
ଇଏ କାଳେ ୫କୋଟିର ରାସ୍ତା? ସରକାରୀ ବାବୁ-ଠିକାଦାର ମିଶି ଖାଇଦେଲେ କୋଟି କୋଟି ଟଙ୍କା

ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ

Yojanara Na Hariloot- Private oil mill operating on govt land in Odisha
ସରକାରୀ ଜମିରେ...ନାଲିଆଖି ଦେଖାଇ ବାବୁ କରିଛନ୍ତି ତେଲ ମିଲ୍‌...

ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍‌। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍‌, ହେଲେ....

Yojanara Na Hariloot
ଦିନରେ ଦର୍ପଣ ଦେଖାଇ ଲୁଟ୍‌ କରୁଛନ୍ତି କୋଟି କୋଟି ଟଙ୍କାର ମୋରମ ଓ ମାଙ୍କଡ଼ା ପଥର...

ଦୁର୍ନୀତିର ସୀମା ପାର୍‌...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍‌ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍‌ ଚୁପ୍‌ ବସିଛି

Yojanara Na Hariloot
ମଲା ଲୋକ ନାଁରେ ଉଠିଲା ଭତ୍ତା ଟଙ୍କା… ଜାଣନ୍ତୁ, ଏମିତି କେମିତି ?

କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.