କାମ ଠିକରେ ହୋଇନଥିଲା କି ? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି।
ମନେରେଗା ଯୋଜନାର ଟଙ୍କାକୁ ଖାଇବାକୁ ବାଟ ଖୋଜୁଥିଲେ ବାବୁ । ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ ହେଲା ..ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାଡୱାଲ..ପାଣିରେ ପଡିଲା ଲକ୍ଷଲକ୍ଷ ଟଙ୍କା
ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ । ସଭନେତ୍ରୀ ଓ ସଂପାଦକଙ୍କ ଜାଲ ଦସ୍ତଖତରେ ୯ ଲକ୍ଷ ଲୁଟ୍ ।
ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି ।
ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ । ଆଖିକୁ କାମ ଦିଶୁନି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ପାସ ହେଇଯାଉଛି । ମଣିଷ ବଦଳରେ ମେସିନରେ ମନରେଗା କାମ ହେଉଛି । ପୋଖରୀ ଖୋଳା ହେଉଛି କିନ୍ତୁ କାଗଜ କଲମରେ।
୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।
ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ
ପୋଖରୀ ନଥାଇ ଗୋଚର ଜମିକୁ ପୋଖରୀ ଦର୍ଶାଇ, ପୋଖରୀ ପୁନରୁଦ୍ଧାର ଟଙ୍କା ଚଳୁ.. ବାଃ ବାଃରେ ଦୁର୍ନୀତି.. କିଏ କେମିତି ଟଙ୍କା ମଞ୍ଜୁର କଲା ?
ହିତାଧିକାରୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ଉଠିଛି ଟଙ୍କା । ହଜାରେ କି ୨ ହଜାର ନୁହେଁ ଲକ୍ଷଲକ୍ଷ ଟଙ୍କାର ହୋଇଛି ଦୁର୍ନୀତି
ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।
ଲୁ ନାଁରେ ମହାଲୁଟ୍ । ମୁକ୍ତା ଯୋଜନାରେ ବିରାଟ ଘୋଟାଲା । ଅଧାରୁ ଅଧିକ ଟଏଲେଟ୍ କାମ କରୁନି
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।
ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା
ମାଳ ମାଳ ମିଥ୍ୟା ବିଲ୍.. ଲକ୍ଷ ଲକ୍ଷ ଟଙ୍କା ହଡ଼ପ.. ସ୍କୁଲ ପାଇଁ ଅଫିସ୍ ଚେୟାର, ଆଲମିରା, ଟେବୁଲ, ବେଞ୍ଚ, ଫ୍ୟାନ୍ ଆଦି କିଣା ନାଁ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍.. RTI ତଥ୍ୟରୁ ହେଲା ବଡ଼ ଖୁଲାସା..
ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?
ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି
ଜାଲ ରସିଦ୍ରେ ଚାଲିଛି ମଧ୍ୟାହ୍ନ ଭୋଜନ। ସ୍କୁଲ ଛୁଟି ଥିବା ବେଳେ କେମିତି କିଣାଗଲା ରାସନ ସହିତ ପରିବା ଆଉ ଅଣ୍ଡା ? ପ୍ରଶ୍ନ ପଚାରିଲେ ପାଟି ହୋଇଯାଉଛି ଆଫା ଆଫା, ସେପଟେ ଦୋକାନୀ କହୁଛନ୍ତି ଏ ବିଲ୍ ଆମର ନୁହେଁ...
ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅଧୀନ ବୈରୀ, ଶାଳପଡ଼ା, ସମିଆଁ ଆଦି ଅଞ୍ଚଳରେ ସବୁ ସୀମା ଟପିଛନ୍ତି ପଥର ମାଫିଆ
ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ
ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍, ହେଲେ....
ଦୁର୍ନୀତିର ସୀମା ପାର୍...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍ ଚୁପ୍ ବସିଛି