ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇ ମହାରାଷ୍ଟ୍ରର ସୋଲାପୁର(Solapur) ଜିଲ୍ଲାର ଜଣେ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ରୋଗ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ସଂକ୍ରମିତ ହେଉଛି ।