ଘରେ ବାତ୍ସ୍ତୁଦୋଷ ରହିଲେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡେ। ବାସ୍ତୁଦୋଷର ଲକ୍ଷଣ କ’ଣ ଏବଂ ଏହି ଦୋଷରୁ ରକ୍ଷା ପାଇବା ପାଇଁ କ’ଣ ପଦକ୍ଷେପ ନିଆଯିବା ଉଚିତ ତାହା କିପରି ଜାଣିବା। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଗୃହ ନିର୍ମାଣ ସମୟରେ ବାସ୍ତୁକୁ ଯେତେ ମାନିଲେ ବି ବେଳେବେଳେ ଏମିତି ଛୋଟ ଛୋଟ ଭୁଲ୍ ହୋଇଯାଇଥାଏ, ଯାହାଦ୍ୱାରା ଏହାର ଅନେକ ଅଶୁଭଫଳ ଭୋଗିବାକୁ ପଡ଼ିଥାଏ । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବହୁତ ଯତ୍ନବାନ ହେଉଛନ୍ତି କାରଣ ଶରୀର ହେଉଛି ଆମ ପାଇଁ ଅମୂଲ୍ୟ ସମ୍ପଦ । ଯେଉଁ ଭୌତିକ ସୁଖ ପାଇଁ ଆମେ ରୋଜଗାର କରୁଛେ ତାହା ସୁସ୍ଥ ଶରୀର ବିନା ଉପଭୋଗ କରିବା ଅସମ୍ଭବ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves