• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Triptii Dimri

Triptii Dimri shared beautiful pictures in a black deep neck
Triptii Dimri: ଡିପ୍‌ନେକ୍ ନେଟ୍ ଗାଉନରେ ତୃପ୍ତି ଡିମ୍‌ରୀଙ୍କ ଜଲ୍‌ୱା

ବଲିଉଡ୍ ଫିଲ୍ମ 'ଆନିମଲ୍' ମାଧ୍ୟମରେ ଲୋକଙ୍କ ହୃଦୟକୁ କାବୁ କରିଥିବା ଅଭିନେତ୍ରୀ ତୃପ୍ତି ଡିମ୍‌ରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଲୋକପ୍ରିୟ। ସେ ପ୍ରତିଦିନ ପ୍ରଶଂସକଙ୍କ ସହିତ ନିଜର ଗ୍ଲାମରସ୍ ଫଟୋ ଶେୟାର କରନ୍ତି। ବର୍ତ୍ତମାନ ତୃପ୍ତି ନେଟ୍ ଗାଉନରେ ତାଙ୍କର ଆକର୍ଷଣୀୟ ଫଟୋକୁ ଶେୟାର କରିଛନ୍ତି।

Tripti dimri single towel bold photoshoot viral on social media
Triptii Dimri: ଗୋଟିଏ ଟାୱେଲ୍‌ରେ ତୃପ୍ତି ଡିମ୍‌ରୀଙ୍କ ବୋଲ୍ଡ ଜଲ୍‌ୱା; ଫଟୋ ଦେଖି ଲୋକଙ୍କୁ ଝଟ୍‌କା

‘ଆନିମଲ୍’ ଫିଲ୍ମ ପରେ ତୃପ୍ତି ଡିମ୍‌ରୀଙ୍କୁ ଜାତୀୟ କ୍ରସ୍ କୁହାଯିବା ଆରମ୍ଭ ହୋଇଛି। ସମସ୍ତେ ତାଙ୍କ ସୁନ୍ଦର ବ୍ୟକ୍ତିତ୍ୱକୁ ନେଇ ପାଗଳ। ଆନିମଲ୍ ଫିଲ୍ମ ପରେ ତୃପ୍ତି ଡିମ୍‌ରୀଙ୍କୁ ଅନେକ ପ୍ରୋଜେକ୍ଟ ମିଳିବା ଆରମ୍ଭ ହୋଇଛି। ଏହି ଫିଲ୍ମ ପରେ ତାଙ୍କର ଲୋକପ୍ରିୟତା ଚାରି ଗୁଣା ବୃଦ୍ଧି ପାଇଛି ଆଉ ରାତାରାତି ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଫଲୋର୍ସମାନଙ୍କର ଏକ ଲମ୍ବା ଲାଇନ ଲଗିଛି।

Shahid kapoor triptii dimri join vishal bhardwaj untitled action packed thriller film
ଆସୁଛି ସାଜିଦ ନାଡିୟାଡ୍‌ୱାଲାଙ୍କ ଆକ୍ସନ୍-ଥ୍ରୀଲର ଫିଲ୍ମ; ରୋମାନ୍ସ କରିବେ ଶାହିଦ-ତୃପ୍ତି

ଆଜି ସାଜିଦ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଆକ୍ସନ୍-ଥ୍ରୀଲର ଫିଲ୍ମର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଶାହିଦ କପୁର ଏବଂ ତୃପ୍ତି ଡିମ୍‌ରୀଙ୍କ ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେବେ ବିଶାଲ ଭରଦ୍ୱାଜ।

Triptii dimri the part of animal park said about the film
ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

Triptii dimri reveals that her parents were taken aback by her intimate scenes in animal
Animal: 'ଆନିମଲ୍'ରେ ତୃପ୍ତିଙ୍କ ବୋଲ୍ଡ ସିନ୍ ଦେଖି ଆଶ୍ଚର୍ଯ୍ୟ ହେଲେ ବାପାମାଆ; କହିଲେ…

'ଆନିମଲ୍'ରେ ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର, ବବି ଦେଓଲଙ୍କ ସହ ତୃପ୍ତି ଡିମ୍‌ରୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ରଣବୀର କପୁରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ପାଇଁ ତୃପ୍ତି ଡିମ୍‌ରୀଙ୍କ ଖୁବ ଚର୍ଚ୍ଚା। ହେଲେ ଏଥିରେ ତାଙ୍କ ବୋଲ୍ଡ ସିନ୍ ଦେଖି ଏମିତି କହିଲେ ବାପାମାଆ।