ଗର୍ଭଧାରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୭ ସପ୍ତାହ ଗର୍ଭ ଧାରଣ ପରେ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ଏପରି ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।