• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tips To Boost Immunity

କେତେ ସ୍ୱାସ୍ଥ୍ୟକର ଇନଷ୍ଟାଣ୍ଟ ନୁଡଲ୍‌ସ
Health Tips: ଆପଣ ଜାଣିଛନ୍ତି କି...ଇନଷ୍ଟାଣ୍ଟ ନୁଡଲ୍ସ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ?

ବଜାରରେ ମିଳୁଥିବା ଅଟା ନୁଡଲ୍ ପ୍ରକୃତରେ ଉତ୍ତମ ଗୁଣଯୁକ୍ତ ଅଟାରେ ହୁଏ ନାହିଁ, ବରଂ ଗହମରୁ ଅଟା ବାହାରିସାରିବା ପରେ ଯେଉଁ ଅବଶେଷ ରୁହେ, ତାହା ହିଁ ନୁଡଲ୍ ପାଇଁ ବ୍ୟବହାର ହୁଏ। ଏଥିରେ ନା ତ ପ୍ରୋଟିନ୍ ଥାଏ ନା ଥାଏ ଫାଇବର୍। ଏଣୁ କମ୍ପାନୀମାନେ ଆପଣଙ୍କ ସହ କିପରି ଛଳନା କରୁଛନ୍ତି ତାହା ଜାଣିରଖନ୍ତୁ।