ଅନେକ ସମୟରେ ଆମେ ୱେବସାଇଟ୍ ଯାଉ ଯାଉ ଆମେ ସେଠାରେ ପପ୍-ଅପ୍ ବିଜ୍ଞାପନ ଦେଖୁ। ଯାହା ବି କିଛି ଦେଖିବା କିମ୍ବା ଖୋଲିବା ସମୟରେ ବିଜ୍ଞାପନ ଦେଖାଯାଏ, ଯାହା ଅତ୍ୟନ୍ତ ବିରକ୍ତିକର। ତେବେ ଏହାକୁ କିପରି ବ୍ଲକ୍ କରିବେ ଆସନ୍ତୁ ଜାଣିବା।
ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ WhatsApp ଚ୍ୟାନେଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଆପଣ ମଧ୍ୟ ନିଜର WhatsApp ଚ୍ୟାନେଲ୍ ସୃଷ୍ଟି କରିପାରିବେ। ଏହା ଦ୍ୱାରା ଆପଣଙ୍କ ବ୍ରାଣ୍ଡ୍ର ପ୍ରମୋସନ୍ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ।
ଆଜିକାଲି ମାର୍କେଟ୍ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।
ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…
ଆଣ୍ଟିଭାଇରସ୍ ବ୍ୟବହାର କରିବା ଆବଶ୍ୟକ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସ୍ର ବ୍ୟବହାର ଉପରେ ନିର୍ଭର କରେ। କେତେକ ପରିସ୍ଥିତିରେ ଆଣ୍ଟିଭାଇରସ୍ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଅନ୍ୟ କେତେକ କ୍ଷେତ୍ରରେ ଏହା ଆବଶ୍ୟକ ହୋଇ ନପାରେ।
ପ୍ରତିଦିନ ଅନେକ ସୋସିଆଲ ମିଡିଆ ସାଇଟ୍ର ତଥ୍ୟ ଚୋରି କରାଯାଉଛି। ପରେ ଏହି ତଥ୍ୟକୁ ଡାର୍କ ୱେବ୍ରେ ବିକ୍ରି ହୁଏ ଏବଂ ତା’ପରେ ଏହି ତଥ୍ୟକୁ ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ହେଲେ ଆପଣ ଏହାକୁ ମଧ୍ୟ ଯାଞ୍ଚ କରିପାରିବେ ଯେ ଆପଣଙ୍କ ନମ୍ବର ହ୍ୟାକର୍ମାନଙ୍କ ପାଖରେ ଅଛି କି ନାହିଁ। ଆସନ୍ତୁ ସେହି ପଦ୍ଧତି ଜାଣିବା।
ବଜାରରେ ଉପଲବ୍ଧ ରାସାୟନିକ କେଶ ଉତ୍ପାଦଠାରୁ ଦୂରରେ ରହି, ଲୋକମାନେ ବର୍ତ୍ତମାନ ଘରେ ତିଆରି ହେୟାର ଜେଲ୍ କିମ୍ବା ହେୟାର ମାସ୍କ ବ୍ୟବହାର କରୁଛନ୍ତି। ଆଜିକାଲି ଏହିପରି ଗୋଟିଏ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି ଏବଂ ତାହା ହେଉଛି ଭେଣ୍ଡିରୁ ତିଆରି DIY ହେୟାର ସ୍ପା ଜେଲ୍।
ରୋଷେଇ ଘରେ ଥିବା ଡାଳଚିନି ରାତାରାତି ଚର୍ମରେ ଆଣିବ ଚମକ । ଏହାକୁ କେବଳ ଅନ୍ୟ କିଛି ଜିନିଷ ସହିତ ମିଶ୍ରଣ କରି ପ୍ରୟୋଗ କରିବାକୁ ପଡ଼ିବ। ତେବେ ଆସନ୍ତୁ ଏ ନେଇ କିଛି ଟିପ୍ସ ବିଷୟରେ ଜାଣିବା।
ଯେତେବେଳେ ଜିମ୍ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।
କ୍ରୋମ୍ ବ୍ରାଉଜରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚର୍ ମଧ୍ୟ ଅଛି ଯାହା ଆପଣଙ୍କର ବ୍ରାଉଜିଂ ଅଭିଜ୍ଞତାକୁ ଉନ୍ନତ କରିପାରିବ। ଆପଣ ଯଦି ଏହିସବୁ ବ୍ରାଉଜିଂ ଫିଚର୍ ବିଷୟରେ ଜାଣିନେବେ ତେବେ ଅଫିସ୍ରେ ସବୁଠାରୁ ସ୍ମାର୍ଟ୍ ହୋଇଯିବେ। ତେବେ ଆସନ୍ତୁ ସେ ବିଷୟରେ କିଛି ଭଲ ଟିପ୍ସ ଜାଣିବା।
ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି
ଆପଣ ଯଦି କୌଣସି ଷ୍ଟାର୍ ହୋଟେଲ୍ ବୁକ୍ କରି ରହିଛନ୍ତି ତେବେ ଏଠି ଥିବା ଅନେକ ଜିନିଷ ଆପଣ ବ୍ୟାଗ୍ରେ ପୂରେଇ ନେଇଯାଇପାରିବେ। ତେବେ ସେଗୁଡିକ କ’ଣ ଆସନ୍ତୁ ଜାଣିବା।
ସବୁଠାରୁ ବଡ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ସୁଇଚ୍ ଅଫ୍ ହୋଇଯାଏ। ତେବେ ନିଜ ଫୋନରେ ଏକ ସେଟିଂକୁ ଟର୍ନ୍ ଅନ୍ କରିଦିଅନ୍ତୁ। ଆପଣ ନିଜ ଫୋନକୁ ଟ୍ରାକ୍ କରିପାରିବେ।
କୌଣସି ଖାଦ୍ୟ କାଳେ ନଷ୍ଟ ହୋଇଯିବ, ସେଥିପାଇଁ ଲୋକମାନେ ଏହାକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଫ୍ରିଜ୍ରେ ରଖିବା ଠିକ୍ ନୁହେଁ। ଏଗୁଡିକ ଫ୍ରିଜ୍ରେ ରହିଲେ ଅଧିକ କ୍ଷତିକାରକ ହୋଇଥାଏ। ସେଥିପ୍ରତି ସତର୍କ ହେବା ଜରୁରୀ।
ଆଜିର ଭେଜାଲ ବଜାରରେ ଶୁଦ୍ଧ ଘିଅ ପାଇବା କଷ୍ଟକର ହୋଇପଡିଛି। ନକଲି ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଘିଅର ଶୁଦ୍ଧତା ଯାଞ୍ଚ କରିବା ଜରୁରୀ ଅଟେ।
ରେଫ୍ରିଜରେଟରରେ ଏକ ଡିଫ୍ରୋଷ୍ଟ ବଟନ୍ ଥାଏ। ବେଳେବେଳେ ଏହି ବଟନ୍ ବାଉଳାରେ ଦାବି ହୋଇଯାଏ କିମ୍ବା ପିଲାମାନେ ଏହାକୁ ଦଦେଇ ଦିଅନ୍ତି। ତା’ପରେ ଏହାକୁ ଠିକ୍ କରିବା ଦରକାର।
ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଆସୁଥିବା ଫଟୋ, ଭିଡିଓ କିମ୍ବା କୋଟ୍ସକୁ ଆମେ ପୂର୍ବରୁ ଲାଇକ୍ କରିପାରୁ ନ ଥିଲୁ। କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ନେଇ ଆସିଛି। ଏହାକୁ କିପରି କରିବେ ଜାଣନ୍ତୁ -
ମାସ ମାସ, ବର୍ଷ ବର୍ଷ ଧରି ଟ୍ୟୁବ୍ ଲାଇଟ୍ ଏବଂ ବଲ୍ବରେ ଧୂଳି ଏବଂ ମଇଳା ଜମି ରହିଥାଏ। ଯାହାଫଳରେ ରୁମର ଲାଇଟ୍ କମିଯାଏ। ତେଣୁ ଟ୍ୟୁବ୍ ଲାଇଟ୍ ଏବଂ ବଲ୍କୁ ମଧ୍ୟ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।
ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଥ୍ୟାର ସଂକତେ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।
ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ନିଜର QR କୋଡ୍ ସୃଷ୍ଟି କରିପାରିବେ ଏବଂ ଏହାକୁ ଆପଣଙ୍କର ଉତ୍ପାଦ କିମ୍ବା ଆପଣଙ୍କ ଭ୍ରମଣ କାର୍ଡ କିମ୍ବା ଟି-ସାର୍ଟରେ ପ୍ରିଣ୍ଟ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ନିଜର QR କୋଡ୍ ସୃଷ୍ଟି କରିହେବ।
ଆପଣ ଯଦି କିସ୍ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।
ଆଧାରର ସୁରକ୍ଷା ନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଅନେକ କ୍ଷେତ୍ରରେ ଏହାର ଭୁଲ୍ ବ୍ୟବହାର ମଧ୍ୟ ହେଉଛି। ଏହା ଦ୍ୱାରା ଜଣେ ଚାହିଁଲେ ନିଜ ଆଧାରକୁ ଲକ୍ କରିପାରିବ ଏବଂ ସମ୍ଭାବ୍ୟ ଘୋଟାଲାକୁ ଏଡାଇ ପାରିବ।
ନିକଟରେ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ମୂଲ୍ୟକୁ ବହୁଗୁଣିତ କରିଦେଇଛନ୍ତି। ଏହି କାରଣରୁ, ଲୋକଙ୍କୁ ବର୍ତ୍ତମାନ ଡାଟା ବ୍ୟବହାର କରିବାକୁ ଅଧିକ ଟଙ୍କା ଦେବାକୁ ପଡୁଛି। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପଢନ୍ତୁ…
ଘର ପୁରୁଣା ହୋଇଗଲେ କାନ୍ଥ କଳାପଡି ଚିହ୍ନ ହୋଇଯାଏ। ପ୍ରତିବର୍ଷ ଘରକୁ ରଙ୍ଗ କରିବା ଏକ ମହଙ୍ଗା କାର୍ଯ୍ୟ। ଏପରି ପରିସ୍ଥିତିରେ, କିଛି ଘରୋଇ ଉପଚାର ମାଧ୍ୟମରେ ବି କାନ୍ଥକୁ ସଫା କରି ଚକ୍ଚକ୍ କରିହେବ। ତେବେ ଆସନ୍ତୁ ସେମିତି କିଛି ଟିପ୍ସ ଉପରେ ନଜର ପକେଇବା।