ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।
ସାରା ଦେଶ ଏବେ ଜଳୁଛି। ବିନା ACରେ ରହିବା କଷ୍ଟ ହୋଇଯାଉଛି। ସେ ଦିନ ହେଉ କି ରାତି ବିନା ଏସିରେ ରହି ହେଉନି। ତେବେ ଦିନରାତି ଏସି ଚଲେଇବାର ଅର୍ଥ ହେଉଛି ମାସ ଶେଷରେ ବିଦ୍ୟୁତ୍ ବିଲ୍ ଅଧିକ ଆସିବ। ।ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ…
ଅଧିକାଂଶ ଲୋକ ମହୁ ଚିହ୍ନି ପାରନ୍ତି ନାହିଁ। ଅସଲି ଏବଂ ନକଲି ମହୁ ଠିକ୍ ସମାନ ଦେଖାଯାଏ। ତେବେ ଅସଲି ମହୁକୁ ଚିହ୍ନିବା ଏକ ଅସମ୍ଭବ କାମ ନୁହେଁ। ଆଜି ଆମେ ଆପଣଙ୍କୁ ଅସଲି ମହୁ ଚିହ୍ନିବାର କେତେକ କୌଶଳ କହିବାକୁ ଯାଉଛୁ। ଏହା ସାହାଯ୍ୟରେ ଆପଣ ଜାଣିବେ ଯେ ଆପଣ ଅସଲି ନା ନକଲି ମହୁ ଖାଉଛନ୍ତି।
How to charge your EV: ଆପଣଙ୍କର ଇଲେକ୍ଟ୍ରିକ୍ ଗାଡ଼ି ଅଛି କି ? ତେବେ କେମିତି କରିବେ ଇଲେକ୍ଟ୍ରିକ୍ ଗାଡ଼ିକୁ ଚାର୍ଜିଂ ? ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ...
ଆପଣ ଜାଣନ୍ତିକି... ଆପଣଙ୍କ ବାଇକ୍ କପରି ଭଲ ମାଇଲେଜ୍ ଦେବ ? ଆଉ ବାଇକ୍ର ଟାୟାର ପ୍ରେସର ସପ୍ତାହକୁ ଥରେ ଯାଞ୍ଚ କରିବା ଦ୍ୱାରା ଆପଣଙ୍କୁ କେଉଁ ସବୁ ଲାଭ ମିଳିବ ।
ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।