ନିକଟରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଲଗାଯିବା , ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ଵତନ୍ତ୍ର ଏନଫୋ୍ର୍ସମେଣ୍ଟ ଟିମ୍ ଯେପରି ପୋଲିସ ଓ ବନ କର୍ମଚାରୀ ମିଳିତଭାବେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ଏବଂ ଏହା ସହ ଶିମିଳିପାଳ ରେ ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଗଠନ କରାଯାଇଅଛି ।