• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tarang App

PadeAkasha
PadeAkasha: ଭିଜିଥିଲା ଆଖି ଏବେ ପାଦ ଛୁଇଁଛି ଆକାଶ

ସଂଘର୍ଷର ଅନ୍ୟ ନାଁ ଜୀବନ ନୁହେଁ, ସଂଘର୍ଷର ନାଁ ହେଉଛି ଶ୍ରୁତି । ଏ ଶବ୍ଦଟି ଶୁଣିବାକୁ ଯେତିକି ସୁନ୍ଦର । ତା’ଠୁ ହଜାରେ ଗୁଣା ବେଶ୍‌ କଷ୍ଟ ଦାୟକ ଏ ଜୀବନର କାହାଣୀ । ହ୍ୱିଲ୍‌ ଚେୟାରରେ ବସିଥିବା ଏ ମହିଳାଙ୍କ ନାଁ ଡକ୍ଟର ଶ୍ରୁତି ମହାପାତ୍ର । ଦିନେ ତାଙ୍କ ଜୀବନ ଅଭିଶାପ ପାଲଟିଯାଇଥିଲା, ହେଲେ ସେ ନିଜେ ଆଜି ତାଙ୍କ ଜୀବନକୁ ଆଶୀର୍ବାଦରେ ବଦଳାଇ ଦେଇଛନ୍ତି ।

ଚିଟ୍‌ଫଣ୍ଡ ଟ୍ରେଲର୍ ରିଲିଜ୍
Tarang Plus Web Series Cheat Fund: ରିଲିଜ୍ ହେଲା ତରଙ୍ଗର ନୂଆ ୱେବ୍ ସିରିଜ୍ ‘ଚିଟ୍‌ଫଣ୍ଡ’ର ଟ୍ରେଲର୍

ଆସନ୍ତା ବର୍ଷ ଜାନୁଆରୀ ୨ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିରିଜ୍‌ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ସମୁଦାୟ ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଗରିବ ଯୁବକର ଆକାଶଛୁଆଁ ସ୍ୱପ୍ନକୁ ନେଇ ଆଗକୁ ଯାଉଛି। ଚିଟ୍‌ଫଣ୍ଡ ମାଧ୍ୟମରେ ଗରିବିରୁ ବାହାରି କ୍ଷମତାର ସ୍ୱଦ ଚାଖିବାର ଇଚ୍ଛାଟିଏ ତା’ମନ ଭିତରେ ବସା ବାନ୍ଧିଛି।

Chota jaga on Taranga plus OTT
ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା ଛୋଟ ଜଗା, ଦେଖନ୍ତୁ ତରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ ।

Tarang has announced to launch of their dual mega serials
Tarang: ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍; କହିବ ନିଆରା ପ୍ରେମ କାହାଣୀ

ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।

taranga plus web series in OTT platform
ଏଥର ପୂଜାରେ ମେଢ ଦୁଲୁକିବ, ତରଙ୍ଗ ପ୍ଲସରେ ମନୋରଞ୍ଜନ ଜମିବ

ପୂଜା ବଜାରରେ ଧମାକା ଆଣିଛି ତରଙ୍ଗ ପ୍ଲସ। ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ପ୍ରସାରିତ ୱେବ ସିରିଜ ଏଥର ଦର୍ଶକଙ୍କ ମନ କିଣି ନେଇଛି। ଗୋଟିଏ ପରେ ଗୋଟିଏ ହିଟ୍‌ ସିରିଜ ଭେଟି ଦେଉଛି ତାହା ପୁଣି ସୁଲଭ ପ୍ରାଇସ୍‌ରେ। ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜାରେ ସାହି ସାହିରେ ମେଢ ଦୁଲୁକିବ ତା ସହ ତରଙ୍ଗ ପ୍ଲସରେ ମନୋରଞ୍ଜନ ବି ଜମିବ।