• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Spring Season

Climate Changes
ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ପତ୍ତା ମିଳୁନି...

ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l

Special Story  Colourful Flowers Covers Earth In Spring Season  Watch Visuals From Koraput
କୋରାପୁଟରେ ବସନ୍ତ ଗାଉଛି ବିରହ ସଙ୍ଗୀତ, ଆସ ମତେ ଥରେ ଶୁଣିଯାଅ

ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।