• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Soumya Suicide Mystery

Soumya Suicide Mystery
‘ସୋନାଲିର ଭଲ ପାଇବା ଛଳନା ଥିଲା’

ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ୍‌।

Soumya Suicide Mystery
ସୌମ୍ୟଙ୍କ ପରିବାରକୁ ମିଳୁନି ନ୍ୟାୟ; ପରିବାର ଲୋକେ କହିଲେ ‘ଥାନା ଘେରିବୁ, ଆତ୍ମାହୂତି ଦେବୁ’

ମଡେଲ୍ ସୌମ୍ୟରଞ୍ଜନ ମିଶ୍ର ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ହେଉନି ପୋଲିସ୍ ଆକ୍ସନ? ସୁଇସାଇଡ୍ ନୋଟ୍‌ରେ ଭଲ ଭାବେ ତଦନ୍ତ ପାଇଁ ମୃତ୍ୟ ସୌମ୍ୟରଞ୍ଜନ ଗୁହାରି କରିଥିଲେ । ମୃତ୍ୟୁ ପରେ ଆସିଥିବା ଅନେକ ଭାଇରାଲ୍ ଅଡିଓ ଏବଂ ସୁଇସାଇଡ୍ ନୋଟ୍‌ରେ ଛଳନା ଓ ଆତ୍ମହତ୍ୟା କଥା ଥିଲେବି ଏଯାଏଁ ଆକ୍ସନ ନହେବା ନେଇ ପ୍ରଶ୍ନ ଉଠିଛି ।

Soumya Suicide Mystery
ମୃତ୍ୟୁକୁ ପୂରିଲାଣି ୧୧ଦିନ କେବେ ଖୋଲିବ ମୃତ୍ୟୁ ଗୁମର

କେବେ ଖୋଲିବ ସୌମ୍ୟରଞ୍ଜନ ମୃତ୍ୟୁ ଗୁମର? ଆକ୍ସନ୍ ମୋଡକୁ ଆସୁନି କମିଶନରେଟ୍ ପୋଲିସ୍ I ସୁଇସାଇଡ ନୋଟ୍ ଓ ଭାଇରାଲ୍ ଅଡିଓରେ ପ୍ରତାରଣା ସହ ଆତ୍ମହତ୍ୟା କଥା I ପରିବାର ଲୋକେ କହିଲେ ଥାନା ଘେରିବୁ, ଆତ୍ମାହୂତି ଦେବୁ

Soumya Suicide Mystery
‘ସୋନାଲି ଓ ତା’ ମା’ ସବୁ ଜାଣି ଚୁପ୍‌ ରହିଲେ, ଗୋଟିଏ ଫୋନ୍‌ କଲ୍‌ରେ ମୋ ପୁଅ ବଞ୍ଚିଥାନ୍ତା’

ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।