ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ।
ବଲିଉଡରେ ଆଇଟମ ଗୀତର ପ୍ରବଳ ଚାହିଦା ରହିଛି । ଫିଲ୍ମ ଖରାପ ହେଉ କି ଭଲ.. ଆଇଟମ ଗୀତ କିନ୍ତୁ ସବୁବେଳେ ହିଟ ହୋଇଥାଏ । ଆଉ ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀମାନେ ପ୍ରବଳ ପାରିଶ୍ରମିକ ନେଇ ଥାଆନ୍ତି । ଆପଣ ଜାଣନ୍ତି କି, ବେଳେ ବେଳେ ଆଇଟମ ଗୀତ ପାଇଁ ନେଉଥିବା ପାରିଶ୍ରମିକ, ଅଭିନେତ୍ରୀଙ୍କଠାରୁ ମଧ୍ୟ ଅଧିକ ଥାଏ ।
ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ
ନୂଆବର୍ଷ ଚାଲିଛି। ଏଥି ପାଇଁ କାହିଁରେ କଣ ଖୁସି। ଆଉ ଡେରି ନ କରି ଶୁଣନ୍ତୁ, ଏଇ ଶଙ୍ଖ ଓ ପଦ୍ମ ଦଳର ଗୀତ...