ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା ।
ଗୋଲାପି ଜହ୍ନକୁ ଦେଖିବାକୁ ଉତ୍କଣ୍ଠା ଲାଗି ରହିଛି। କେତେବେଳେ ଏ ନିଆରା ଜହ୍ନ ଦେଖିବାକୁ ମିଳିବ, ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କଣ ଏହି ପିଙ୍କ ମୁନ୍? କେମିତି ହେଲା ଏହାର ନାମକରଣ? ଓଡ଼ିଶାରେ ଏହା ଦେଖା ଯିବ କି ନାହିଁ ଜାଣନ୍ତୁ...