ବଲିଉଡ୍ର ଗାୟିକା ଶ୍ରେୟା ଘୋଷାଲ ଏବେ ଅସୁବିଧାରେ ପଡିଛନ୍ତି। ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଶ୍ରେୟା ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।
ବର୍ତ୍ତମାନ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଗାୟିକା ଶ୍ରେୟା ଘୋଷାଲ,ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି।
ଖୁବ୍ଶୀଘ୍ର ସିଦ୍ଧାର୍ଥ ଓ ଶେହନାଜଙ୍କ ଶେଷ ଗୀତ ‘ଅଧୁରା’ ରିଲିଜ୍ ହେବାକୁ ଯାଉଛି। ଶେଷଥର ପାଇଁ ଫ୍ୟାନ୍ସମାନେ #Sidnaaz ଯୋଡ଼ିଙ୍କୁ ସ୍କ୍ରିନ୍ରେ ଦେଖିବାକୁ ପାଇବେ। ଗୀତ ରିଲିଜ୍ ହେବା ପୂର୍ବରୁ ମେକର୍ସ ଗୀତର ପୋଷ୍ଟର ରିଲିଜ କରିଛନ୍ତି।