• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shardul Thakur

ଶାର୍ଦ୍ଦୁଳ ଠାକୁର
Sports: ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିବେ କି ଶାର୍ଦ୍ଦୁଳ ଠାକୁର ?

ରଣଜୀ ଟ୍ରଫି ୨୦୨୪-୨୫ ପରେ ଚଳିତ ଆଇପିଏଲ୍ ସିଜନ୍‌ରେ ବି ଚମକପ୍ରଦ ପ୍ରଦର୍ଶନ ଜରୁଛନ୍ତି ଶାର୍ଦ୍ଦୁଳ ଠାକୁର । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟେଷ୍ଟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ କି ଏହି ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌ ? ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମ ବିଚାରକୁ ନେବେ କି ଚୟନକାରୀ ?

IPL 2025 Auction
IPL 2025 Auction: ଦିନେ ଥିଲେ IPL ଷ୍ଟାର୍‌; ଏବେ ହେଲେ ଅଲୋଡ଼ା, କେହି ବି କିଣିଲେନି... 

ଚାଲିଛି ଆଇପିଏଲ୍ ଖେଳାଳି ନିଲାମ । ଏମିତି ଅନେକ ଷ୍ଟାର ଖେଳାଳିଙ୍କୁ ଅକ୍ସନରେ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଆଜି ମଧ୍ୟ ନିଲାମୀ ପ୍ରକ୍ରିୟା ଜାରି ରହିଛି, ଜାଣନ୍ତୁ କେଉଁ ଖେଳାଳିଙ୍କୁ କେହି କିଣିଲେ ନାହିଁ.... 

Shardul Thakur Engagement
ହାତକୁ ଦୁଇ ହାତ ହେବେ ଲର୍ଡ ଠାକୁର୍‌

ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ତର ଶାର୍ଦ୍ଦୁଲ ଠାକୁର । ଗତକାଲି ଶାର୍ଦ୍ଦୁଲ ନିଜ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।