ବିବାହ ପରେ ସୋସିଆଲ ମିଡିଆରେ ଲୋକମାନେ କେବଳ ସୋନାକ୍ଷୀଙ୍କୁ ନୁହେଁ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଘେରିଥିଲେ। କିନ୍ତୁ କୁହାଯାଏ ଯେ ଯୋଡି ତ ଉପରୁ ତିଆରି ହୋଇଥାଏ, ତେଣୁ ସୋନାକ୍ଷୀ ଏବଂ ଜହୀରଙ୍କ ପାଇଁ ମଧ୍ୟ ଏହା ଏମିତି କିଛି ଥିଲା। ବିବାହର ଏକ ମାସ ପରେ ସୋନାକ୍ଷୀଙ୍କ ଶାଶୁ-ଶଶୁର କହିଛନ୍ତି ଯେ ସେ କିପରି ବୋହୂ...
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।
ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।
ସୋନାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦମ୍ପତିଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜହୀରଙ୍କ ଘରେ ତାଙ୍କ ଭଉଣୀ ଉଭୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକଙ୍କ ଠାରୁ ପ୍ରେମ ପାଇବାରେ ଲାଗିଛି।
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।
ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଜହୀର ଇକ୍ବାଲ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍ କରିବା ପରେ ସେମାନେ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପୂର୍ବରୁ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଏପ୍ରିଲ ୧୨ରେ ଆସାନସୋଲ୍ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୧୬ରେ ହେବ ଭୋଟ୍ ଗଣତି ।