• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rio Tinto River

rio tinto river
'ରିଓ ତିନ୍ତୋ' ରଙ୍ଗୀନ୍ ବିଷାକ୍ତ ନଦୀ

'ରିଓ ତିନ୍ତୋ'  । ଯାହାର ଅର୍ଥ ଲାଲ୍‌ ନଦୀ । ଏହା ଦକ୍ଷିଣ ପଶ୍ଚିମର ଏକ ନଦୀ ଯାହା ଅନ୍ଦଲୁସୀୟା କ୍ଷେତ୍ରରେ ଥିବା ସିଏରୋ ମୋରେନା ପାହାଡ ଶୃଙ୍ଖଳାରୁ ଆରମ୍ଭ ହୋଇ କାଦୀଜ ଘାଟି ପର୍ଯ୍ୟନ୍ତ ଯାଇଛି । ସେଠାରେ ଏହା ଆଟଲାଣ୍ଟିକ୍‌ ମହାସାଗରେ ମିଶିଥାଏ । ଏହି ନଦୀ ନିଜର ଲାଲ-ନାରଙ୍ଗୀ ପାଣି ପାଇଁ ଦୁନିଆ ସାରା ପ୍ରସିଦ୍ଧ । ପ୍ରାଚୀନ ସମୟରେ ଏହି ନଦୀର ଆଖପାଖ ଅଂଚଳରେ ତମ୍ବା, ସୁନା, ଚାନ୍ଦି ତଥା ଅନ୍ୟାନ୍ୟ ପଦାର୍ଥର ଖଣି ଚାଲୁଥିଲା ।